Gīta

Jana are mana

ଜାଣ ଆରେ ମନ

Text

Ghoṣā

ଜାଣ ଆରେ ମନ

1

କାମ କ୍ରୋଧାଦି କରପଥ କଢାଳି ନିକର ଅସତ୍ ପ୍ରବୃତ୍ତି କଷ୍ଟପ୍ରଦ ଭୟଙ୍କର

2

ଭୀଷଣ ଦଉଡ଼ିମାନ ଦୃଢ଼େ ଗଳେ ବାନ୍ଧି ବିନାଶ କରୁଅଛନ୍ତି ମୋତେ ନିରବଧି

3

ଏଣୁ ତୁ ଶ୍ରୀକୃଷ୍ଣ ଭକ୍ତମାନଙ୍କର ପାଶେ ସକାତରେ ଉଚ୍ଚସ୍ୱରେ କାନ୍ଦ ଅହର୍ନିଶେ

4

ତୋ ରୋଦନ ଶୁଣି ସେହି ସାଧକ ବୈଷ୍ଣବେ ଆସି ଏ ଶତ୍ରୁଙ୍କ ହସ୍ତୁ ରକ୍ଷଣ କରିବେ

5

ନିର୍ବୈର ହୋଇ ଗୋପାଳକୃଷ୍ଣ ପ୍ରେମାନନ୍ଦେ ସେବା କରଇ ନିଶ୍ଚିନ୍ତେ ଶ୍ରୀ ରାଧାଗୋବିନ୍ଦେ

Sources

Cite this record


Last updated 2026-11-01. Record as JSON