Gīta

To pirati lagi re hebi jogi

ତୋ ପୀରତି ଲାଗି ରେ ହେବି ଯୋଗୀ

Text

Ghoṣā

ତୋ ପୀରତି ଲାଗି ରେ ହେବି ଯୋଗୀ

1

ଧରି ଜପାମାଳୀ ତୋ ଗୁଣ ଆବଳୀ ନିରତେ ଜପିବି ଜୀବସଙ୍ଗୀ ରେ

2

ଅଙ୍କେ ସୁରତାନ୍ତେ ପହୁଡ଼ାଇ ମୋତେ ନିଶିଯାକ ବସିଥାଉ ଜଗି ରେ

3

ଦୂରୁ ମୋତେ ଚାହିଁ ହସୁ ଚନ୍ଦ୍ରମୁହିଁ ମୁଖ ନାଗବଲ୍ଲୀ ଦେଉ ଫିଙ୍ଗି ରେ

4

ଭାଷଇ ଗୋପାଳକୃଷ୍ଣ ବଂଶୀକୁଳ ହେଲେ ମୋହିପାରେ ଭୂରୁଭଙ୍ଗୀରେ

Sources

Cite this record


Last updated 2026-11-01. Record as JSON