Gīta

Rajibakhi radhe

ରାଜୀବାକ୍ଷି ରାଧେ

Text

Ghoṣā

ରାଜୀବାକ୍ଷି ରାଧେ ବିନୋଦେ ରାଜ ହୃଦାନନ୍ଦେ ରାଜ ବହନ ବରଜି ମାନ ସଜଳ ଜଳଦକେଶୀ ମୋଦେ

1

ସାଜ ସାଜ ସୁନାଗରୀ ରାଜ ରାଜିବେ ବରଜ ଯୁବରାଜ ଆଜି ରାଜି ହୁଅ ବେଗେ ଭଜେ ତାରିଣୀ ଶ୍ରୀ ଯୁଗଳ ପାଦେ

Sources

Cite this record


Last updated 2026-11-01. Record as JSON