Bina karana re tu suna jita
ବିନା କାରଣରେ ତୁ ସୁନାଜିତ
Text
Ghoṣā
ବିନା କାରଣରେ ତୁ ସୁନାଜିତ ବରବରନା କେଣେ ହେଉ ବିମନା ରେ । ମନାସି କିସ ମନେ ଅନାଦର ବହିଛୁ ଅନା ଶ୍ୟାମେ ହୋଇ ସୁମନା ରେ
1
ଘେନାଇ କହିଲେ ନ ଅନାଉ ଭାଳି ଭାଳି ସୁନାଦେହକୁ କରୁ ଚୂନା ରେ
2
ମନା କର ନା ଧନ ମନାଇ କହୁଛି ସେ ସିନା ଆମ ଜୀବନ କିନା ରେ