Gobinda rama hari bhaja re mana
ଗୋବିନ୍ଦ ରାମ ହରି ଭଜ ରେ ମନ
Text
Ghoṣā
ଗୋବିନ୍ଦ ରାମ ହରି ଭଜ ରେ ମନ ଗୋବିନ୍ଦ ରାମ ହରି
1
କୃଷ୍ଣ ମୁରାରି କୁଞ୍ଜବିହାରୀ କୁଞ୍ଜର ତାରଣକାରୀ
2
ସଙ୍କଟହାରୀ ମଙ୍ଗଳକାରୀ ମୋହନ ମୁରଲୀଧାରୀ
3
ମନ୍ଦରଧାରୀ କେଶୀ କଂସାରି ତାରିଣୀର ଦୁଃଖହାରୀ
ଗୋବିନ୍ଦ ରାମ ହରି ଭଜ ରେ ମନ
ଗୋବିନ୍ଦ ରାମ ହରି ଭଜ ରେ ମନ ଗୋବିନ୍ଦ ରାମ ହରି
କୃଷ୍ଣ ମୁରାରି କୁଞ୍ଜବିହାରୀ କୁଞ୍ଜର ତାରଣକାରୀ
ସଙ୍କଟହାରୀ ମଙ୍ଗଳକାରୀ ମୋହନ ମୁରଲୀଧାରୀ
ମନ୍ଦରଧାରୀ କେଶୀ କଂସାରି ତାରିଣୀର ଦୁଃଖହାରୀ