Ana re sunabarana heu kimpa bimana
ଅନାରେ ସୁନାବରନା ହେଉ କିମ୍ପା ବିମନା
Text
Ghoṣā
ଅନାରେ ସୁନାବରନା ହେଉ କିମ୍ପା ବିମନା ଘନଶ୍ୟାମ ସୁନ୍ଦର ଝୁରି ମରିବେ ତୋ ବିନା
1
ଦିବାରାତି ତୋ ଗୁଣ ଗୁଣି ବନ୍ଧୁ ହେଲେ କ୍ଷିନ୍ନ ଭଣେ ତାରିଣୀ ଚରଣ ତେଜ ମାନ ରେ ନବୀନା