Gīta

Kama koti syama sundara

କାମ କୋଟି ଶ୍ୟାମ ସୁନ୍ଦର

Text

Ghoṣā

କାମ କୋଟି ଶ୍ୟାମ ସୁନ୍ଦର କ୍ରୀତ ଦାସୀଜନେ କରୁଣା ବିତରଣେ କାହିଁକି କୁଣ୍ଠିତ ବ୍ରଜରାଜ କିଶୋର

1

ଚାହିଁ ତବ ସରଣୀ ସାରା ଦିନ ରଜନୀ ଚକ୍ଷୁ କୋଣେ ଧନୀର ଲୋତକ ମଲାଣି ଚଞ୍ଚଳ ହୁଅ ସଜ ଛଳନା ତେଜି ଆଜ ନିଧୁବନେ ବିରାଜ ମାଗୁଣି ତାରିଣୀର

Sources

Cite this record


Last updated 2026-11-01. Record as JSON