Sikhanda mandana ki karile go
ଶିଖଣ୍ଡମଣ୍ଡନ କି କରିଲେ ଗୋ
Text
Ghoṣā
ଶିଖଣ୍ଡମଣ୍ଡନ କି କରିଲେ ଗୋ ଅଖଣ୍ଡ ଦଣ୍ଡକୁ ସେ ବିହିଲେ ଗୋ
1
ଏ ଖଣ୍ଡ ଏଥେ ପୂରି ରହିଛି ବୋଲିକରି ଜଣା ନ ଥିଲା ମୋତେ ପହିଲେ ଗୋ