Gīta

Ki dosare prananatha

କି ଦୋଷରେ ପ୍ରାଣନାଥ

Text

Ghoṣā

କି ଦୋଷରେ ପ୍ରାଣନାଥ ତେଜି ଏ ବରଷା କାଳ ବିଦେଶେ ରହିଲେ ସଖୀ ଦେଖି ନବ ମେଘମାଳ

1

ଦମ୍ଭୋଳିର ଦମ୍ଭହରା ଶବଦେ କମ୍ପଇ ଧରା ନିରତେ ନୟନୁ ଧରା ବୁହାଇ ବକ୍ଷସ୍ଥଳ

Sources

Cite this record


Last updated 2026-11-01. Record as JSON