Gīta

Bhabi bhabi priyasahi

ଭାବି ଭାବି ପ୍ରିୟସହି

Text

Ghoṣā

ଭାବି ଭାବି ପ୍ରିୟସହି ହୃଦୟ ଗଲାଣି ଦହି ରେ

1

କନକବରନା ଅଙ୍ଗସଭା କିବା ଉଷା ଭୂଷା ରବି ପ୍ରଭା ଆନନ୍ଦ ସାଗର ଝଲସି ଉଠନ୍ତେ ବିରହ ଝଲସା କାହିଁ ରେ

Sources

Cite this record


Last updated 2026-11-01. Record as JSON