Jamunaku jaa’na syama
ଯମୁନାକୁ ଯାଆନା ଶ୍ୟାମ
Text
Ghoṣā
ଯମୁନାକୁ ଯାଆନା ଶ୍ୟାମ ଘରେ ଫେରି ଯା ଯା ନ ଧର ଅଧରେ ଆଉ ବାରେ ବେଣୁ ବାଜା
1
ଶୁଣି ତୋ ମୁରଲୀ ସ୍ୱନ । ଶରୀରେ ନ ରହେ ପ୍ରାଣ ।* ମାନସେ ମନାସେ ଆନ । ସେ ନାଗରୀରାଜା