Gīta

Mora ki dosa hela re chhaila

ମୋର କି ଦୋଷ ହେଲା ରେ ଛଇଳା

Text

Ghoṣā

ମୋର କି ଦୋଷ ହେଲା ରେ ଛଇଳା ସରସ ହୃଦୟରେ ଦୟା ଯା ନ ବସିଲା

1

ଅଦୋଷେ ମାନ ଉଚିତ ନୋହିଲା ଶରମେ ଲଭିବା ପ୍ରୀତି ନାଶ ହେଲା । (ପଡ଼ି) ତାର ଧନ ପରିଚାର ଜନକୁ ସାର କରି ତୁ ବିଚାର ମନକୁ ଗାର କରି ସଖୀ ପର ବଚନକୁ ପରବ ଚନ୍ଦ୍ରମୁଖୀ ଆଜ ଏ କି ହେଲା

2

ତୁହି ଥାଉ ମାର ଦଣ୍ଡ ବିହିଲା ସ୍ନେହକୁ ଏ ଦଶା କେମନ୍ତ ରୁଚିଲା । (ପଡ଼ି) ତେଜ ଏ ଅଭିମାନରେ ମାନ ରେ ମୋ ଆନରେ କର କଞ୍ଜମୁଖୀ ଅବଧାନ ରେ ଦିନେ ନ ଥିବା ରୁଷା ଆଜ କେ ଶିଖାଇଲା

Sources

Cite this record


Last updated 2026-11-01. Record as JSON