Gīta

Garaje ghana ghora

ଗରଜେ ଘନ ଘୋର

Text

Ghoṣā

ଗରଜେ ଘନ ଘୋର ଗଗନ ଘନ ଛାଇ ଦାମିନୀ ଚମକେ ନୟନ ନଚାଇ

1

ବରଷା ବରଷେ ଝିଲ୍ଲୀ ଡାକେ କମ୍ପେ ଛାତି ମୋର ସାଥି ତ ନାହିଁ ପାଶେ ଝରେ ନୀର ଧାରା ନୟନ ଧାରେ ଅନ୍ଧ କବିଶଶୀ ଏ ଘନ ଦିନ ଚାହିଁ

Sources

Cite this record


Last updated 2026-11-01. Record as JSON