Gīta

Sri brundabana chandrama

ଶ୍ରୀ ବୃନ୍ଦାବନ ଚନ୍ଦ୍ରମା

Text

Ghoṣā

ଶ୍ରୀ ବୃନ୍ଦାବନ ଚନ୍ଦ୍ରମା ଘନବରନ

1

କାମ କୋଟି ଅଭିରାମ ନଟବର କିଣା ଦାସୀଜନେ କେଣେ ଏ ନିଷ୍ଠୁର ଜୀବନେ ମରଣେ ଶୟନେ ସ୍ୱପନେ ତୁମେ ମୋର ସୁଖ ସୀମା

2

ଭଣେ ତାରିଣୀ ଘୁଞ୍ଚାଅ ମୋ ଦୁର୍ଦ୍ଦଶା ବିତର ପରାଣରେ ଆଶା ଭରସା କଲେ ଅବହେଳା ବୁଡ଼ିବ ମୋ ଭେଳା ବରଜରାଜ ସୁଷମା

Sources

Cite this record


Last updated 2026-11-01. Record as JSON