Gīta

Ta name baraja raja

ତା ନାମେ ବରଜ ରାଜା

Text

Ghoṣā

ତା ନାମେ ବରଜ ରାଜା ବାଜା ନ ବଜା ରେ କୁଳ କାମିନୀଙ୍କି ଆଉ ନ ଦିଅ ସଜା ରେ

1

ଆଜନମ ସୁକୁମାରୀ କିଶୋରୀ ରାଜକୁମାରୀ ତାରେ ତୁ ମହତ ସାରି ଦେଲୁ ଯା ଲଜ୍ଜା ରେ

2

ଯମୁନାକୁ ନୀର ଆଣି ଗଲା ବେଳେ ନାରୀମଣି ଜାଣି ତୁ ମୁରଲୀପାଣି ତା ପଛେ ନ ଯା ରେ

Sources

Cite this record


Last updated 2026-11-01. Record as JSON