Gīta

Kunja banaku eka

କୁଞ୍ଜ ବନକୁ ଏକା

Text

Ghoṣā

ଯିବୁ ନାହିଁ ସଜନୀ କୁଞ୍ଜ ବନକୁ ଏକା ଦେଖିଲେ କି ଛାଡ଼ିବ ସେ ମୁରଲୀଫୁଙ୍କା

1

ଦୂରୁ ଯେବେ ସେ ଦେଖଇ । ଭୂରୁ ଭଙ୍ଗୀରେ ଡାକଇ । ମୂରୁଛି ପାରିବ ତାହା କେଉଁ ଗୋପିକା । (ପଡ଼ି) କୁଳଛଡ଼ା ବୃତ୍ତିଟି ସେ ଠୂଳ କରିଛି ମାନସେ ମୂଳ ସିନା ତାର ନାରୀମରା ଜୀବିକା ବେଣୁଧର ବୋଲେ ଶୁଣ ମଣୁଛ କି ତାକୁ ସାନ ଅଣୁ ପରମାଣେ ରାଧା ନ ପଡ଼ୁ ଦକା

Sources

Cite this record


Last updated 2026-11-01. Record as JSON