Gīta

Dhanaku ke mane balaila re

ଧନକୁ କେ ମାନେ ବଳାଇଲା ରେ

Text

Ghoṣā

ଧନକୁ କେ ମାନେ ବଳାଇଲା ରେ କେ ଦେଲା ଏ ଦଣ୍ଡ ରୋଷ ଲୌହଦଣ୍ଡ ତା ମନ କୁନ୍ଦରେ ରସାଇଲା ରେ

1

ମୋ ସୁଖ ମୃଦୁଳ ମାଳତୀର ମାଳ କା ପାଦ ପାଷାଣେ ଦଳାଇଲା ରେ

2

ବୋଲେ କବିସୂର୍ଯ୍ୟ ଆହା ମୋ ଧଇର୍ଯ୍ୟ ତୁଳା ପଟଳକୁ ଜଳାଇଲା ରେ

Sources

Cite this record


Last updated 2026-11-01. Record as JSON