Kaha ki hela sahi ki hela
କହ କି ହେଲା ସହି କି ହେଲା
Text
Ghoṣā
କହ କି ହେଲା ସହି କି ହେଲା କପଟ ରୁଷାରେ
1
ନ ଚାହିଁ ପୁଣି ତାଙ୍କ ଶ୍ରୀମୁଖ ହରିଣାଙ୍କ ସଖୀ ଆଖି ରଖିଲୁ ରସାଳସା ରେ
2
ଶ୍ୟାମ ନାଗର ମଣି -ମୟ ମଣ୍ଡନା ଶ୍ରେଣୀ ବୁଣି ଦେଲୁ ତୁ ପୁଣି ମୃଗଦୃଶା ରେ