Gīta

Abani bhusa atanu bane

ଅବନୀଭୂଷା ଅତନୁ ବାଣେ

Text

Ghoṣā

ଅବନୀଭୂଷା ଅତନୁ ବାଣେ ନ ଭୂଷା ରେ

1

ଦେଖ ଏ ଶରଦ କାଳ ଘନା ଏ ସୋହାଗ ଜାଳ ଧ’ନା ଏ ଧୂତ ଧୁନି ରୁଷାରେ

2

(ପଡ଼ି) ଲୋକେ ଟେକି ରାଟପଣ ଲୋକେ ଦୁର୍ଲ୍ଲଭ ଯୌବନ ଢୋକେ ଦେଇ ନାଶ ତୃଷାରେ

3

ଅମ୍ବର ଚନ୍ଦ୍ର ମଣ୍ଡଳ ଦମ୍ଭ କରେ ଦୃଷ୍ଟି ବଳ ଅଷ୍ଟଦୁର୍ଗର ଏ ଭାଷା ରେ

Sources

Cite this record


Last updated 2026-11-01. Record as JSON