Gīta

Radha gobinda boli pala re parana

ରାଧାଗୋବିନ୍ଦ ବୋଲି ପଳା ରେ ପରାଣ

Text

Ghoṣā

ରାଧାଗୋବିନ୍ଦ ବୋଲି ପଳା ରେ ପରାଣ

1

ବ୍ରଜବନକୁ ଯାଇ ସ୍ୱାମିନୀ କୁଣ୍ଡେ ରହି ବୋଲ ହୋଇଲି ମୁଁ ଶରଣରେ

2

ଶ୍ରୀ ରାସେଶ୍ୱରୀଙ୍କର କିଙ୍କରୀ ତୁ ପୂର୍ବର କହିଲି ନିଶ୍ଚେ ଏବେ ଜାଣରେ

3

ନୁହଇ କେ କାହାର ବୋଲୁ ସବୁ ମୋହର ହୋଇ ଯିବୁଟି ଅକାରଣରେ

4

ହଜିଛି ଯେଉଁଠାରେ ଲୋଡ଼ ଯାରେ ରହିଁରେ ବାହାରେ କରନା ଭ୍ରମଣ ରେ

5

ଗୋପାଳକୃଷ୍ଣ ଭାଷେ ନ ଯାଉଁ ତ ନିମିଷେ ମିଳିବ ସେଶ୍ୱରୀ ଚରଣରେ

Sources

Cite this record


Last updated 2026-11-01. Record as JSON