Gīta

Bihi mo bhale eha lekhithila ki

ବିହି ମୋ ଭାଲେ ଏହା ଲେଖିଥିଲା କି

Text

Ghoṣā

ବିହି ମୋ ଭାଲେ ଏହା ଲେଖିଥିଲା କି ବନ୍ଧୁ ବିଚ୍ଛେଦେ ଘନ ଦିନ ଯିବ କି

1

ବିଜୁଳି ଘନ ଦେଖି ବିକଳେ ବାରିଜାକ୍ଷି ବସି ନୟନୁ ନୀର ଢାଳୁଥିବ କି । ବାର ଯେ ବାର ଖର ନିଃଶ୍ୱାସ ତରତର ବହି ଶ୍ରୀଅଙ୍ଗ ଶିରୀ କ୍ଷୀଣ ହେବଣି କି । (ପଡ଼ି) ବିଧାତା କଲା ଏହା ବ୍ୟଥା ମୁଁ ଆଉ କାହା ବଳେ ଅରଜି ଯାଇ କରିବି କି ବିଚାରିବାର ବାର ବୋଲେ କବିମିହିର ବିରହାନଳେ ଜଳି ଜୀବ ଯିବ କି

Sources

Cite this record


Last updated 2026-11-01. Record as JSON