Gīta

Kahinki e gumana re

କାହିଁକି ଏ ଗୁମାନ ରେ

Text

Ghoṣā

କାହିଁକି ଏ ଗୁମାନ ରେ ସୁନାବରନା ବିନା ଦୋଷେ ସଜନୀ ଦାସରେ ତୁ ବିମନା

1

କି ଦୋଷ ଦେଖି ସଖୀ ନ ଚାହୁଁ ମୁଖ ଟେକି ଚନ୍ଦ୍ରବଦନ ଶୁଖିଅଛିଟି ରେ ନବୀନା । (ପଡ଼ି) ଆନ ନ ଘେନ ଚିତ୍ତେ ଅନା ହସି କିଞ୍ଚିତେ ମାନ ତେଜ ମାନସେ ମୁଞ୍ଚନା ସଖୀ ମୋତେ ଘୁଞ୍ଚି ବସନା ଘନକେଶୀ ମିନତି ଘେନା ରସବତୀ ରୁଷନା ରସରାଜରେ ଅନା

Sources

Cite this record


Last updated 2026-11-01. Record as JSON