Jana mo parana sangi
ଜାଣ ମୋ ପରାଣ ସଙ୍ଗୀନାହିଁ ନାହିଁ କାହିଁ ମନ ମୋହନ ଭଙ୍ଗୀ । ଘୋଷା । ସେ ଦିନ ତୁ ଥିଲୁ ସଙ୍ଗେହାସ୍ୟ ପରିହାସ ରଙ୍ଗେଚାହିଁଦେଲେ ଯା ନେତ୍ର କଟାରୀ ଫିଙ୍ଗି । ୧ । ଆଉ ଦିନେ ବିଶାଖିକାତୁଲେ ଆସିଥିଲି ଏକାଯା କଲେ ଖେଳାଇ ଡୋଳା ଭୂରୁ ଭୁଜଙ୍ଗ । ୨ । ଦିନକୁ ଦିନ ତ ନୂଆହୁନ୍ଦରିଆ ସେ କାହ୍ନୁଆପତିବ୍ରତ ମେରୁ ଗର୍ବ ଦେଲାଣି ଭାଙ୍ଗି । ୩ । ବେଣୁଧର ବୋଲେ ସତକୋଟି […]
Text
Ghoṣā
ଜାଣ ମୋ ପରାଣ ସଙ୍ଗୀ ନାହିଁ ନାହିଁ କାହିଁ ମନ ମୋହନ ଭଙ୍ଗୀ
1
ସେ ଦିନ ତୁ ଥିଲୁ ସଙ୍ଗେ ହାସ୍ୟ ପରିହାସ ରଙ୍ଗେ ଚାହିଁଦେଲେ ଯା ନେତ୍ର କଟାରୀ ଫିଙ୍ଗି
2
ଆଉ ଦିନେ ବିଶାଖିକା ତୁଲେ ଆସିଥିଲି ଏକା ଯା କଲେ ଖେଳାଇ ଡୋଳା ଭୂରୁ ଭୁଜଙ୍ଗ
3
ଦିନକୁ ଦିନ ତ ନୂଆ ହୁନ୍ଦରିଆ ସେ କାହ୍ନୁଆ ପତିବ୍ରତ ମେରୁ ଗର୍ବ ଦେଲାଣି ଭାଙ୍ଗି
4
ବେଣୁଧର ବୋଲେ ସତ କୋଟି ମନ୍ମଥ ସାମନ୍ତ ନିକୁଞ୍ଜ ମତ୍ତକେଶରୀ ତୁମ୍ଭେ କୁରଙ୍ଗ