Gīta

Sakhi mo jibadhana e braja mohana

ସଖୀ ମୋ ଜୀବଧନ ଏ ବ୍ରଜମୋହନ

Text

Ghoṣā

ସଖୀ ମୋ ଜୀବଧନ ଏ ବ୍ରଜମୋହନ ହୃଦୟ ରଞ୍ଜନ ଶ୍ୟାମ ନୟନ ଅଞ୍ଜନ

1

ଦିନେ ମୋ ପୁରେ ପ୍ରବେଶି ବସି ମନ୍ଦେ ମନ୍ଦେ ହସି ବୋଇଲେ ରେ ମଦାଳସୀ ମୁହିଁ ତୋର କିଣାଜନ

2

ଦିନେ ନାପିତୁଣୀ ବେଶ ଧରି ସେହି ପୀତବାସ ମୋ ପାଦେ ଲାକ୍ଷା ରସରେ ଲେଖିଲେ ଗୋ ଶ୍ୟାମଘନ

Sources

Cite this record


Last updated 2026-11-01. Record as JSON