Gīta

Muruchi dei kanhu

ମୂରୁଛି ଦେଇ କାହ୍ନୁ

Text

Ghoṣā

ମୂରୁଛି ଦେଇ କାହ୍ନୁ ଆମ୍ଭମାନଙ୍କୁ ମନୁ ସତେ ଯିବକି ମଧୁପୁରକୁ ହେ

1

କେ ଆଉ ଗୋବର୍ଦ୍ଧନ ତୋଳି ରଖିବ ପ୍ରାଣ ବାଦେ ହଟାଇ ସୁନାଶିରକୁ ହେ

2

ନେଉଅଛି ଧରାଇ ତିଳେ ବିଶ୍ୱାସ ନାହିଁ ସେ ନିଦାରୁଣ କଂସାସୁରକୁ ହେ

3

କେତେ କେତେ ବିପଦୁଁ ଉଦ୍ଧରିଲ କା ବାଦୁଁ ଏ ଗୋପପୁରେ ଥରଥରକୁ ହେ

4

କହଇ ବନମାଳୀ ଗୋପୀ ନେତ୍ରସଙ୍ଖାଳି କଥା ଯାଉଛି କେତେ ଦୂରକୁ ହେ

Sources

Cite this record


Last updated 2026-11-01. Record as JSON