Gīta

Manasa ghena hita baniki

ମାନସ ଘେନ ହିତ ବାଣୀକି

Text

Ghoṣā

ମାନସ ଘେନ ହିତ ବାଣୀକି ଆନନ୍ଦେ ଭଜ ଶ୍ରୀ ବଂଶୀପାଣିଙ୍କି

1

ମାନକିନୀ ଗୁରୁଦତ୍ତ ଆଦେଶ ଆନ ସଙ୍ଗତିକି ଦୂରେ ନିବେଶ

2

ପାନ କରି ସଦା ଶ୍ରୀନାମାମୃତ ଗାନ କର ରାଧାକୃଷ୍ଣ ଚରିତ

3

ମାନଦ ଅମାନୀ ନିରଭିମାନେ ଧ୍ୟାନରତ ହୁଅ ତୁ ସାବଧାନେ

4

ତାନମାନେ କରତାଳି ବଜାଇ ବନମାଳୀ ନାଚୁ ଲଜ୍ଜା ହଜାଇ

Sources

Cite this record


Last updated 2026-11-01. Record as JSON