Gīta

Pasori deluki sate sajani

ପାଶୋରି ଦେଲୁକି ସତେ ସଜନୀ

Text

Ghoṣā

ପାଶୋରି ଦେଲୁକି ସତେ ସଜନୀ ସେ ତ ନ ଭୁଲେ ତୋ ନାଁ ଯମୁନା କଲା କେ ମନା ନ ଯିବୁ କହୁ ନବୀନା ହସିବେ ସଖୀ ସିନା ଜନେ ନିରେଖି

1

ବିହରି କଦମ୍ବ ବନ ଆସେ ଏ ମୁରଲୀ ସ୍ୱନ କେ ବୋଲେ ଏ ଗୁମାନ ହେଲା ତୋ ଲାଖି

2

କହିବୁ କଲା ସେ ଦୂର ପଚାର ଅନ୍ତରେ ତୋର ଗଗନ ଶଶୀ ତାର ଅଛି ତ ସାକ୍ଷୀ

3

ରତନ ଜାଣି ହରାନା ନୟନୁ ବାରି ଝରାନା ଚାନ୍ଦନୀ ହସେ ଅନା ଅନା ସୁମୁଖୀ

Sources

Cite this record


Last updated 2026-11-01. Record as JSON