Sehi na suna barana
ସେହି ନା ସୁନାବରନା
Text
Ghoṣā
ସେହି ନା ସୁନାବରନା ଶୋଭନା କେତକୀବରନା ରେ
1
ଅନା ଚମ୍ପାଝରାକୁ ଯତି ମତିହରାକୁ ଅଳସ ଏଣୀନୟନା
2
ଆସେ ହେମ ଗୋରୀ କି ଚତୁରୀ ଛଇଳୀ କି ଶୁଭେ ନୂପୁର ବାଜଣା
3
(ପଡ଼ି) ଫୁଲ ଶତଦଳ ନିନ୍ଦି ମନୋହର ଆନନୀ ଭୂରୁଭଙ୍ଗିନୀ କୁଞ୍ଜ ବିନୋଦିନୀ କାମ ବିମୋହିନୀ ସଙ୍ଗିନୀ ସେ ରସରଙ୍ଗିନୀ ମୋହିନୀ ଅଭିମାନିନୀ କବିଚନ୍ଦ୍ର କହେ ବ୍ରଜରାଜ ମତି ମୋହନା