Gīta

E ki kalu re sumana

ଏ କି କଲୁ ରେ ସୁମନା

Text

Ghoṣā

ଏ କି କଲୁ ରେ ସୁମନା ପଙ୍କଜ ନୟନା ଶ୍ୟାମରେ ହେଲୁ ବିମନା ମନ୍ଦପଣେ ଜୀବବନ୍ଧୁରେ କରି ଦୂର କଞ୍ଜକରୁ ମଣି ତୁ ଫିଙ୍ଗି ତ କଲୁ ଚୂନା

1

ଅତି ରୁଷାଣି ଏ ତୋର ଯତିମୋହନା ମତିରେ କର ବିଚାର ନିତି ଅସାର (ପଡ଼ି) ହରି ହରାଇ ମାନ ଭରି ନୟନେ ବନ ଗୋରୀ ତୋର ଗୁମାନ ହରି ନ ପାରି ଜାଣ ଫେରି ସେ ତ ଗଲା ହାରି ତୋରେ ଝୁରି ଝୁରି ଶ୍ୟାମ ତନୁ ଶିରୀ ଝାମ ସରି ସାରି ପାରିଲୁ ନିହାରି କି କରି ରେ କିଶୋରୀ ଜୀଇବୁ କି ଗୋରୀ ମୋହନା ବିନା

Sources

Cite this record


Last updated 2026-11-01. Record as JSON