Gīta

Nisithe asi swapane

ନିଶୀଥେ ଆସି ସ୍ୱପନେ

Text

Ghoṣā

ନିଶୀଥେ ଆସି ସ୍ୱପନେ ଭୁଲା କଥାକେ କହିଲା ଗୋ କାନେ କାନେ ପରଶେ ମଉଳା ଫୁଲଝରା ଚେତି ଚାହିଁଲା କି ଥରିଲା ତନୁ ସାରା ଶରମେ

1

ଅଳପ ହସି ହସି କେ ପରଦେଶୀ ଅଳସ ନୟନ ମୋର ମେଲି ଦେଲା ରସି ନିଶି ଶେଷେ ନିଦହରା ମଳୟ ସେ ଘାରେ ମରମେ

Sources

Cite this record


Last updated 2026-11-01. Record as JSON