Gīta

Nahi ta saraga mane

ନାହିଁ ତ ସରାଗ ମନେ

Text

Ghoṣā

ନାହିଁ ତ ସରାଗ ମନେ ମୋହନ ବିନେ ରଜନୀ ଦିନ ବିତେ ପଲକ ନାହିଁ ରେ ନୀର ନୟନେ

1

କୁହୁ କୁହୁ ପିକ କୁଞ୍ଜଭରେ ଗୋ ମଧୁ ପବନେ ବଉଳ ଝରେ ଗୋ (ପଡ଼ି) ଖଣ୍ଟ ନାଗର କଣ୍ଟରେ ଭୁଲି ରେ ସଜନୀ ଜାଳି ଜାଗର ମୁଁ ଉଜାଗର ଯାପିଲି ଯା ଯାମିନୀ କୁଞ୍ଜ ସାଜିଲି ଅଙ୍ଗ ମାଜିଲି ସଙ୍ଗ ହେଜି ଅଭାଗିନୀ କାହିଁ ସେ ରହିଲେ ସହି ନଇଲେ କି ଦୁଃଖ ଦେଲେ ଏ ଜୀବନେ

Sources

Cite this record


Last updated 2026-11-01. Record as JSON