Gīta

Sajani re ja ja tu syamare

ସଜନୀରେ ଯା ଯା ତୁ ଶ୍ୟାମରେ

Text

Ghoṣā

ସଜନୀରେ ଯା ଯା ତୁ ଶ୍ୟାମରେ ସମୁଜା ସାରିଦେଲେ ଲାଜେ ଯା

1

ସାଜିଲି କୁଞ୍ଜ ମୁଁ ଶେଯ ବିଛାଇଲି ଯାମିନୀ ଜାଗି ଉଜାଗରେ ଯାପିଲି ଅଦୋଷେ ସଜନୀ ବାଜେ ବରଜେ ବାଜା

2

ନୟନ କଜ୍ଜ୍ୱଳ ଗଣ୍ଡ ଭରେ ସଖି ନିଦ ଭୁଲି ଧାର ସାର ପୋଡ଼ା ଆଖି କବିଚନ୍ଦ୍ର ବୋଲେ ପୀରତିର ଏ ସଜା

Sources

Cite this record


Last updated 2026-11-01. Record as JSON