Gīta

Jagi rajani pahe sajani

ଜାଗି ରଜନୀ ପାହେ ସଜନୀ

Text

Ghoṣā

ଜାଗି ରଜନୀ ପାହେ ସଜନୀ ମଉଳେ ନିତି ପରା ଗୁନ୍ଥା ଫୁଲହାରା ପଲକ ଆଖି ତାରା ପାଶୋରି ଦେଲାଣି

1

ଜାଳି ଜାଗର ସାଜି ଶେଯ ମରମେ ମଲିଣି ମୁଁ ବରଜି ଲାଜ କୋଇଲି କାନେ ମୋ କୁହୁ ଗାଇଲାଣି

2

ଚନ୍ଦ୍ର ଚନ୍ଦନ ଗନ୍ଧ ବିଷ ମୋର ନୀର ସାଥି ଅଞ୍ଜନେ ଦୂରୁ ଦୂରୁ ଭିରୁ ମନ ଘାରେ ସପନେ ନିତି ସେ ନୟନେ ନାଚିଲାଣି

Sources

Cite this record


Last updated 2026-11-01. Record as JSON