Gīta

Nabina nirada garajila

ନବୀନ ନୀରଦ ଗରଜିଲା

Text

Ghoṣā

ନବୀନ ନୀରଦ ଗରଜିଲା ରେ ନିରତ ନୀର ଝରାଇ

1

ରସି ନୀଳଶାଢ଼ୀ ତନୁରେ ସଜାଡ଼ି ଘୋଷିଲାରେ ଘୋଷିଲା ବିଜୟ ସୌଦାମିନୀ ବର ବିଳାସିନୀ ସେ ଯେ ଗରବିଣୀ ହସି ଭୂରୁଭଙ୍ଗୀ ସରଜିଲା ରେ

2

ରୂପା ଜରି ବୁଟା ଖଞ୍ଜି ଗୋଟେ ଗୋଟା ବାସିଲାରେ ବାସିଲା ମାଳତୀ ସୋହାଗିନୀ ଚୋର ମଧୁକର ଚାଟୁ ଭଣିବାର ନାଗରପଣ ତ ଅରଜିଲା ରେ

3

ନାଗରବର ହିଆ ଚିରି ଦେବ କିଆ କରତ ଧାରାରେ ଡରାଇଲା କହେ କବିଶଶୀ ବାରିରେ ବିଳସି ମଧୁ ମକରନ୍ଦ ବରଜିଲା ରେ

Sources

Cite this record


Last updated 2026-11-01. Record as JSON