Gīta

Anana mohana syame

ଅନାନା ମୋହନ ଶ୍ୟାମେ

Text

Ghoṣā

ଅନାନା ମୋହନ ଶ୍ୟାମେ କେତେ ମୁଁ କଲି ମନା ତୋ ନାଁରେ ଗୋପପୁରେ ନାଗରେ ବାଜେ କା ନାଁ

1

ଆଖିରେ ତା ଅଛି କଳା ଲାଖିଲେ ତୁ ହେବୁ ଭୋଳା ମୁଦି ଦେ ତୁ ଆରେ ବନ୍ଧୁ କାନେ ପଡ଼ିଲେ ତା ନାଁ

2

ନାହିଁ କୁଳ ନାହିଁ ରୀତି ବାଇ ବଂଶୀ ଡାକେ ନିତି ନ ଜାଣେ କି କୁଳବତୀ ବ୍ରଜେ ଉଜୁଡ଼େ ତୋ ନାଁ

3

କବିଚନ୍ଦ୍ର କହେ ରାଇ ଲଭି ସଙ୍ଗ ଲଭ ନାହିଁ କାହାରି ନୁହେଁ ସେ ହରି ଖଣ୍ଟଶେଖର ଯା ନାଁ

Sources

Cite this record


Last updated 2026-11-01. Record as JSON