Gīta

Ehiki bidhira bichara

ଏହି କି ବିଧିର ବିଚାର

Text

Ghoṣā

ଏହି କି ବିଧିର ବିଚାର ଚାରୁଲତା କରେ ଛାରଖାର

1

ସେ ନବ ମଲ୍ଲିକା କମଳ କଳିକା ପରା ସେ ବାଳିକା ସୁସ୍ନେହ ପାଳିକା ସଦା ବହେ ଲୁହଧାର ନାହିଁ ଉପଚାର

2

ସେ ନବକିଶୋରା ଲାବଣ୍ୟ ପସରା ସତେ ଅପସରା ଧରା ମଣେ ସରା ଖାଇଣ ପ୍ରେମ ଗଞ୍ଜାଇ ତେଜିଲା ବିଚାର

3

ଯେ ଯାକୁ ଅନ୍ତରେ ଭାବେ ଏକାନ୍ତରେ ପୀରତି ମନ୍ତରେ ସେ ତାହାକୁ ମିଛେ କିମ୍ପା କରେ ପରିହାର

Sources

Cite this record


Last updated 2026-11-01. Record as JSON