Gīta

Aau asa nahin prane

ଆଉ ଆଶା ନାହିଁ ପ୍ରାଣେ

Text

Ghoṣā

ଆଉ ଆଶା ନାହିଁ ପ୍ରାଣେ ଘନଶ୍ୟାମ ବିନେ ଏପରି ଅନାଥ ହେବି ବୋଲି ମୁହିଁ କଳପି ତ ନ ଥିଲି ଦିନେ ସ୍ୱପନେ

1

ଦେଖି ମୋର କି ଦୋଷ ମାନସେ ବହି ରୋଷ ଏଡ଼େ ଦଣ୍ଡ ବିହିଲେ ନ ଭାବି ଧ୍ୟାନେ (ପଡ଼ି) ଭାଷେ ଦୀନ ତାରିଣୀ ଜଳକା ହୋଇଲିଣି ଚାହିଁ ତାଙ୍କ ସରଣୀ ରଜନୀ ଦିନ

Sources

Cite this record


Last updated 2026-11-01. Record as JSON