Gīta

Bande bandeham

ବନ୍ଦେ ବନ୍ଦେଽହଂ

Text

Ghoṣā

ବନ୍ଦେ ବନ୍ଦେଽହଂ

1

ବନ୍ଦେ ଶ୍ରୀଗୁରୁ ବନଜ ଚରଣକୁ ଗୁରୁଙ୍କୁ ବୈଷ୍ଣବ ବୃନ୍ଦଙ୍କୁ ରୂପ ସହିତ ସନାତନ ଚରଣ ଭଟ୍ଟ ରଘୁନାଥ ଜୀବଙ୍କୁ

2

ନିରନ୍ତରେ ଗୋପାଳ ଭଟ୍ଟ ଶ୍ରୀପଦକୁ ରଘୁନାଥ ଦାସଙ୍କୁ ଅଦ୍ୱୈତ ନିତ୍ୟାନନ୍ଦଗଣ ଶ୍ରୀକୃଷ୍ଣ ଚୈତନ୍ୟ ଦେବଙ୍କୁ

3

ବନ୍ଦେ ଶ୍ରୀ ରାଧାକୃଷ୍ଣ ପଦଯୁଗ ଲଳିତା ସହ ବିଶାଖାଙ୍କୁ ତୁଙ୍ଗବିଦ୍ୟା ସହିତ ସଖୀବୃନ୍ଦାଦି ବୃନ୍ଦାରଣ୍ୟକୁ

4

ଯୁଗଳ କଣ୍ଡଳକୁ ଯମୁନା ପୁଳିନକୁ ରାସସ୍ଥଳୀ ନୀପମୂଳକୁ ଧ୍ୟାୟେ ରଘୁନାଥ ବଂଶୀବଟ ଗୋପାଳ ଗୁରୁଙ୍କ ନିବାସକୁ

Sources

Cite this record


Last updated 2026-11-01. Record as JSON