Gīta

Aha heba ki buddhi

ଆହା ହେବ କି ବୁଦ୍ଧି

Text

Ghoṣā

ଆହା ହେବ କି ବୁଦ୍ଧି ଯାହା ତେଜିଲି କରୁଁ ଜାଣି ଜାଣି ମୁଁ ନିଧି

1

କରେ ଥିଲା ଚିନ୍ତାବଲ୍ଲୀ କାମ ପୂର୍ଣ୍ଣ ନୋହିଲି

2

ଯୁବତିଏ ଏହି ମତ ଭାବରେ ହରନ୍ତି ଚିତ୍ତ

3

କଙ୍କେଳି କୁଞ୍ଜରେ ବୋଲି ସଙ୍କେତ ଦେଲା ଛଇଳି

4

କହେ ରସେ ରଘୁନାଥ କୁଞ୍ଜେ ବସି ଦେଖ ପଥ

Sources

Cite this record


Last updated 2026-11-01. Record as JSON