Gīta

Ahare nabina nabina

ଆହରେ ନବୀନା ନବୀନା

Text

Ghoṣā

ଆହାରେ ନବୀନା ନବୀନା

1

କୁନ୍ଦନ ହେମଗୋରୀ କମନୀୟ କିଶୋରୀ କୁନ୍ଦଦଶନୀ ଅରବିନ୍ଦ ଚାରୁ ବଦନୀ

2

ସାହା ନୋହିଲେ ମୋତେ ସୁରସିକା ଜଗତେ ଆହା ବୋଲିବ କେହି ଆରତ ଦେଖି ସତେ

3

କେଡ଼େ କରମ କଲି କିମ୍ପା ବୁଦ୍ଧି ହୁଡ଼ିଲି ଏଡ଼େ ଦୟାଳୁ ଲଭି ଇଚ୍ଛା ପୂର୍ଣ୍ଣ ନ ହେଲି

4

କହଇ ରଘୁନାଥ କବି ରଜନୀନାଥ ରହରେ ରହି ଏହା କହିଲେ ନନ୍ଦସୁତ

Sources

Cite this record


Last updated 2026-11-01. Record as JSON