Gīta

Syama bandhu e nisi re

ଶ୍ୟାମ ବନ୍ଧୁ ଏ ନିଶିରେ

Text

Ghoṣā

ଶ୍ୟାମ ବନ୍ଧୁ ଏ ନିଶିରେ ଆସିବେ କି ଗୋ ସଙ୍ଗିନୀ

1

ଏ ମଦନ କଦନକୁ ନାଶିବେ କି ଗୋ ପଲ୍ୟଙ୍କରେ ନିଃଶଙ୍କରେ ବସିବେ କି ଗୋ

2

ମତେ ଦେଖି ଡୋଳା ଢାଳି ହସିବେ କି ଗୋ ରଙ୍ଗେ ମୋ ଅଙ୍ଗରେ ଭୋଳେ ମିଶିବେ କି ଗୋ

3

ହରଷେ ସରସେ ବାଣୀ ଭାଷିବେ କି ଗୋ

4

ଶ୍ରୀମତୀ ମତିକି ସେ ଉଲ୍ଲାସିବେ କି ଗୋ

5

ଦ୍ୱିଜ ରଘୁନାଥ ବୋଲେ ତୋଷିବେ କି ଗୋ

Sources

Cite this record


Last updated 2026-11-01. Record as JSON