Gīta

Se mohananku snehe ke mohila

ସେ ମୋହନଙ୍କୁ ସ୍ନେହେ କେ ମୋହିଲା

Text

Ghoṣā

ସେ ମୋହନଙ୍କୁ ସ୍ନେହେ କେ ମୋହିଲା ଗୋ

1

ସ୍ନେହେ କେ ମୋହିଲା ସୁରତି ବିହିଲା ତାର କାମନା ଯେତେ ସଫଳ ହୋଇଲା

2

ସରାଗେ କହିଲା କୁଞ୍ଜରେ ରହିଲା ତା ତନୁକୁ ଅତନୁ ଶରେ ନ ଦହିଲା

3

ଅଙ୍କରେ ବସିଲା ଅଙ୍ଗରେ ମିଶିଲା ସଜନୀ ଏ ରଜନୀ ହରଷରେ ବଞ୍ଚିଲା

4

କିଶୋରୀ ଭାସିଲା ଭାବକୁ କଷିଲା କବି ରଜନୀନାଥ ରଘୁନାଥ ଭଣିଲା

Sources

Cite this record


Last updated 2026-11-01. Record as JSON