Gīta

Asile nahin kahin pain

ଆସିଲେ ନାହିଁ କାହିଁ ପାଇଁ

Text

Ghoṣā

ଆସିଲେ ନାହିଁ କାହିଁ ପାଇଁ ଶ୍ୟାମ

1

ଆସିବି ବୋଲି କହି ଆଣି କୁଞ୍ଜେ ଜଗାଇ ତୋଷିଲେ କାହା ମନ ସେହି

2

ସଖାଏ କଉତୁକେ ସଙ୍ଗେ ହୋଇ ଉତ୍ସୁକେ ରଖାଇଲେ କି ଅଟକାଇ

3

ଅନ୍ଧକାର ବଣରେ ଆସନ୍ତେ ସଙ୍କେତରେ ବନ୍ଦ ହେଲେ କି କେଉଁଠାରେ

4

କହଇ ରଘୁନାଥ କବି ରଜନୀନାଥ ଶ୍ରୀହରି ପାଦପଦ୍ମ ଧ୍ୟାଇ

Sources

Cite this record


Last updated 2026-11-01. Record as JSON