Gīta

Sahi ke ki mohilaki

ସହି କେ କି ମୋହିଲାକି

Text

Ghoṣā

ସହି କେ କି ମୋହିଲାକି ପ୍ରାଣନାଥଙ୍କୁ

1

ମୋହିଲାକି କହିଲାକି ରହିଲେକି କାହିଁକି କି ବିହି ସେକି

2

କାମନାରେ କା ମନାରେ ବାମ ହେଲେ ଶ୍ୟାମ ଭଲେ ପ୍ରେମ କଲେ

3

ଆନ ଦେଲେ ଆନ କଲେ ଭିନ୍ନ ହେଲେ ସେ ନଇଲେ ଦିନ ନେଲେ

4

ରାଧାକୃଷ୍ଣ ରାଧାକୃଷ୍ଣ ସୁଧ୍ୟାନରେ ସୁଧା ନରେ ବାଧା ହରେ

Sources

Cite this record


Last updated 2026-11-01. Record as JSON