Rakendu mukhi raseswari radhike
ରାକେନ୍ଦୁମୁଖି ରାସେଶ୍ୱରି ରାଧିକେ
Text
1
ରାକେନ୍ଦୁମୁଖି ରାସେଶ୍ୱରି ରାଧିକେ ମାଂ ପାହି ଗୋକୁଳ କୁଳଜା ସାମନ୍ତମଣି ସ୍ୱଗଣେ ନିଧେହି
2
ଦେବି କୃଷ୍ଣମୟି ହ୍ଲାଦିନି ସାଧ୍ୱୀଗଣ ବର୍ଯ୍ୟେ ଲକ୍ଷ୍ମୀ ଲକ୍ଷ୍ମୀଜୟିନି ନୀରନିଧି ନିଭ ଗାମ୍ଭୀର୍ଯ୍ୟେ
3
ପଶୁପୀ ପ୍ରେମ ବସତି ହେମଗୌରି ନବକିଶୋରି କାଳିନ୍ଦୀତଟ କୁଞ୍ଜଗୃହିଣୀ କୀର୍ତ୍ତିଜା କୁମାରୀ
4
ମହାଭାବ ଚିନ୍ତାମଣି ଭାବିତ ଶ୍ରୀ ବିଗ୍ରହେ କୃଷ୍ଣପ୍ରେମ ପୀୟୂଷପାତ୍ରି ସର୍ବସୁଗୁଣ ସଙ୍ଗ୍ରହେ
5
ନିଜ ପରିଜନ ତାପଧ୍ୱଂସିନି ବିଧୁ ସରସିଜ ସୌରଭେ କନକାଚଳ ନିଳୟ ସରସ କେତକୀ ଦଳ ସନ୍ନିଭେ
6
ରାଜିତୋନବିଂଶତି ଚିହ୍ନାନି ମୃଦୁ ପ୍ରପଦେ ଗୋକୁଳେନ୍ଦ୍ର ତଦନ୍ତ ପ୍ରାଣପ୍ରେୟସି ଶୁଭ ବରଦେ
7
ଆଦାୟ ଗୋପାଳକୃଷ୍ଣ କବିଦସ୍ତୃଣାନି ଦର୍ଶନେ ଯାରେ କିଙ୍କରୀମୀଶ୍ୱରି କୁରୁତବାଂଘ୍ରିନଳିନେ