Gīta

Braja kisora ke seti heja

ବ୍ରଜ କିଶୋର କେ ସେଟି ହେଜ

Text

Ghoṣā

ବ୍ରଜ କିଶୋର କେ ସେଟି ହେଜ

1

ସର୍ବଲୋକର ସେବାରେ ସାର ଯା ମୂର୍ତ୍ତି ବେଦାନ୍ତ ଶିରେ ଅଗୋଚର

2

ବ୍ରହ୍ମ ନୈଷ୍ଠିକ ଯୋଗୀମାନଙ୍କ ହୃଦରେ ଦୁର୍ଲ୍ଲଭ ସ୍ଫୁର୍ତ୍ତି ଲବ ଯାର

3

ଗୋପ ପ୍ରମଦା ପଦାବ୍ଜେ ସଦା ସୁଲଭ ସେ ଶିଖୀଶିଖଣ୍ଡ ଶେଖର

4

କରନ୍ତୁ ତୁର୍ଣ୍ଣ ଅଭୀଷ୍ଟ ପୂର୍ଣ୍ଣ ସେ ଅଛିଦ୍ର ବ୍ରହ୍ମ ବିଗ୍ରହ ଆମ୍ଭର

5

ପ୍ରତାପରୁଦ୍ର ଦେବ ନରେନ୍ଦ୍ର ସେବିଲେ ସେ ଗୋପୀ ଗୋବିନ୍ଦ

Sources

Cite this record


Last updated 2026-11-01. Record as JSON