Gīta

Krusa karantu se krusna

କୃଶ କରନ୍ତୁ ସେ କୃଷ୍ଣ

Text

Ghoṣā

କୃଶ କରନ୍ତୁ ସେ କୃଷ୍ଣ ଶୁଭାଶୁଭକୁ ଆମ୍ଭର ହେ

1

ଭୁବନ ଗୁରୁଙ୍କର ଆଦର ଶ୍ରୀ ବ୍ରଜର ଜାର ଭାବ ଯାର ବ୍ରହ୍ମାର ବ୍ରାହ୍ମୀ ଉତ୍ତର ମୀମାଂସାରେ ଯେ ଗୋଚର ହେ

2

ଶକ୍ରମଣି ମଦହର କାନ୍ତି ମୂରତିକି ନିରବଧି ଚିନ୍ତି ଭାବିଲେ ବୀର ପ୍ରତାପ ରୁଦ୍ରଦେବ ନୃପବର ହେ

Sources

Cite this record


Last updated 2026-11-01. Record as JSON