Gīta

E nanda sunu trahi na karibe ki

ଏ ନନ୍ଦସୂନୁ ତ୍ରାହି ନ କରିବେ କି

Text

Ghoṣā

ଏ ନନ୍ଦସୂନୁ ତ୍ରାହି ନ କରିବେ କି ବିଷାଦ କାହିଁକି ହେ ଛୁଆଇଁ ଚରଣ ମୋକ୍ଷ କରିଦେଲେ ବୃକ୍ଷ ଯୁଗଳକୁ ମାନସେ ନାହିଁ କି

1

ସେ ଯମୁନା ତୀରେ ପଶୁପ ସୁତଙ୍କୁ ଦାବାଗ୍ନି ଭୟରୁ ହେ ବୁଜଟି ବୋଲି କଲେ ପାନ ବନ ପରି ଆହା ବହ୍ନିକି ଦୂରରୁ

2

ଶରଣାର୍ଥି ତତି ଶରଣ୍ୟ ଏ ଖ୍ୟାତି ଅଜାଣ୍ଡ କୋଟିରେ ହେ ମଣି ଶ୍ରୀ ପ୍ରତାପରୁଦ୍ର ଦେବ ଭୂପ ଭଣିଲେ ସେ ମୂର୍ତ୍ତି ଭାବି ହୃଦୟରେ

Sources

Cite this record


Last updated 2026-11-01. Record as JSON