Gīta

Brajaraja kumara aja nasibe bibeka

ବ୍ରଜରାଜ କୁମର ଆଜ ନାଶିଲେ ବିବେକ

Text

Ghoṣā

ବ୍ରଜରାଜ କୁମର ଆଜ ନାଶିଲେ ବିବେକ ମୋର ଗୋ

1

ଆଗୋ ପାଣି ମୋହର ଧଇଲେ ବାଣୀରେ ମୋ ମନ ରଞ୍ଜାଇ ଦେଲେ ଗୋ ବୀଣାବାଣୀ ଶୁଣାଇଲେ ଗୋ

2

ଆଗୋ ନିର୍ଜନ ହୋଇଛି ବନ କୁଞ୍ଜରେ ବିଜୟେ ରାଧାମୋହନ ଗୋ ସଙ୍ଗେ ଛନ୍ତି ସଖୀଗଣ ଗୋ

3

ଆଗୋ ବନ ପାଇଁ ଥିଲି ଯାଇ ବନଜ ନେତ୍ରଙ୍କୁ ବନରେ ଦେଖିଣ ବନରେ ପଶିଲି ଯାଇ ଗୋ

4

ଆଗୋ ଧର ଧର ସେ ବୋଲଇ ଧରାଧର ନାଥ ପାଶକୁ ଯାଇ ଗୋ ଧରମ ସହିବ ନାହିଁ ଗୋ

Sources

Cite this record


Last updated 2026-11-01. Record as JSON