Gīta

Braja raja nandana radha binodana

ବ୍ରଜରାଜ ନନ୍ଦନ ରାଧା ବିନୋଦନ

Text

Ghoṣā

ଭଜ ବ୍ରଜରାଜ ନନ୍ଦନ ରାଧା ବିନୋଦନ ମଦନମୋହନ ବନମାଳୀ

1

ମୁନିମନ ରଞ୍ଜନ ଭବଭୟ ଭଞ୍ଜନ ମୁରଲୀ ଗୁଞ୍ଜନ ମୁରଅରି ଗିରିବର ଧାରଣ କରୀବର ତାରଣ ଗୋପିନୀ ଜୀବନ ଦୁଃଖହାରୀ

2

ଚଞ୍ଚଳ କୁଣ୍ଡଳ ଝଲମଲ ମଞ୍ଜୁଳ ନଟବର ବେଶ ମନୋହାରୀ ନୀଳାଞ୍ଜନ ତନୁ ଗୋଷ୍ଠାଚଳେ ଧେନୁ ଚାରଣ ତାରିଣୀ ମୋକ୍ଷକାରୀ

Sources

Cite this record


Last updated 2026-11-01. Record as JSON